or_tn/jhn/12/44.md

852 B

General Information:

ବର୍ତ୍ତମାନ ଯୋହନ ମୁଖ୍ୟ ବିବରଣୀ ଧାରାକୁ ଫେରୁଛନ୍ତି I ଏହା ଆଉ ଏକ ସମୟ ଅଟେ, ଯେଉଁ ସମୟରେ କି ଯୀଶୁ ଲୋକମାନଙ୍କୁ କଥା କହିବା ଆରମ୍ଭ କରୁଛନ୍ତି I

Jesus cried out and said

ଏଠାରେ ଯୋହନ ସୂଚାଉଛନ୍ତି ଯେ ଯୀଶୁଙ୍କ କଥା ଶୁଣିବା ନିମନ୍ତେ ବହୁସଂଖ୍ୟକ ଲୋକ ଏକତ୍ର ହୋଇଥିଲେ I ଅନ୍ୟ ଏକ ଅନୁବାଦରେ: “ଯୀଶୁ ଏକତ୍ର ହୋଇଥିବା ଲୋକମାନଙ୍କୁ ଉଚ୍ଚ ସ୍ବରରେ କହିବାକୁ ଲାଗିଲେ” (ଦେଖ: rc://*/ta/man/translate/figs-explicit)