8 lines
852 B
Markdown
8 lines
852 B
Markdown
|
# General Information:
|
||
|
|
||
|
ବର୍ତ୍ତମାନ ଯୋହନ ମୁଖ୍ୟ ବିବରଣୀ ଧାରାକୁ ଫେରୁଛନ୍ତି I ଏହା ଆଉ ଏକ ସମୟ ଅଟେ, ଯେଉଁ ସମୟରେ କି ଯୀଶୁ ଲୋକମାନଙ୍କୁ କଥା କହିବା ଆରମ୍ଭ କରୁଛନ୍ତି I
|
||
|
|
||
|
# Jesus cried out and said
|
||
|
|
||
|
ଏଠାରେ ଯୋହନ ସୂଚାଉଛନ୍ତି ଯେ ଯୀଶୁଙ୍କ କଥା ଶୁଣିବା ନିମନ୍ତେ ବହୁସଂଖ୍ୟକ ଲୋକ ଏକତ୍ର ହୋଇଥିଲେ I ଅନ୍ୟ ଏକ ଅନୁବାଦରେ: “ଯୀଶୁ ଏକତ୍ର ହୋଇଥିବା ଲୋକମାନଙ୍କୁ ଉଚ୍ଚ ସ୍ବରରେ କହିବାକୁ ଲାଗିଲେ” (ଦେଖ: [[rc://*/ta/man/translate/figs-explicit]])
|