or_tn/jhn/12/14.md

8 lines
1.0 KiB
Markdown

# Jesus found a young donkey and sat on it
ଏଠାରେ ଯୋହନ ପୃଷ୍ଠଭୂମିର ସୂଚନା ଦେଉଛନ୍ତି ଯେ ଯୀଶୁ ଏକ ଗର୍ଦ୍ଦଭୀ ପ୍ରାପ୍ତ କଲେ I ସେ ସୂଚାଉଛନ୍ତି ଯେ ଯୀଶୁ ଗର୍ଦ୍ଦଭ ଉପରେ ଚଢି ଯିରୂଶାଲମକୁ ଯାତ୍ରା କରିବେ I ଅନ୍ୟ ଏକ ଅନୁବାଦରେ: “ସେ ଏକ ଗର୍ଦ୍ଦଭଶାବକ ପାଇ ଏବଂ ତାହା ଉପରେ ବସି ନଗରକୁ ଯାତ୍ରା କଲେ” (ଦେଖ: [[rc://*/ta/man/translate/writing-background]] ଓ [[rc://*/ta/man/translate/figs-explicit]])
# as it was written
ତୁମେ ଏହାକୁ କର୍ତ୍ତୃବାଚ୍ୟରେ ଅନୁବାଦ କରିପାରିବ I ଅନ୍ୟ ଏକ ଅନୁବାଦରେ: “ଯେପରି ଭାବବାଦୀମାନେ ଶାସ୍ତ୍ରରେ ଲେଖିଥିଲେ” (ଦେଖ: [[rc://*/ta/man/translate/figs-activepassive]])