or_tn/jhn/12/14.md

1.0 KiB

Jesus found a young donkey and sat on it

ଏଠାରେ ଯୋହନ ପୃଷ୍ଠଭୂମିର ସୂଚନା ଦେଉଛନ୍ତି ଯେ ଯୀଶୁ ଏକ ଗର୍ଦ୍ଦଭୀ ପ୍ରାପ୍ତ କଲେ I ସେ ସୂଚାଉଛନ୍ତି ଯେ ଯୀଶୁ ଗର୍ଦ୍ଦଭ ଉପରେ ଚଢି ଯିରୂଶାଲମକୁ ଯାତ୍ରା କରିବେ I ଅନ୍ୟ ଏକ ଅନୁବାଦରେ: “ସେ ଏକ ଗର୍ଦ୍ଦଭଶାବକ ପାଇ ଏବଂ ତାହା ଉପରେ ବସି ନଗରକୁ ଯାତ୍ରା କଲେ” (ଦେଖ: [[rc:///ta/man/translate/writing-background]] ଓ [[rc:///ta/man/translate/figs-explicit]])

as it was written

ତୁମେ ଏହାକୁ କର୍ତ୍ତୃବାଚ୍ୟରେ ଅନୁବାଦ କରିପାରିବ I ଅନ୍ୟ ଏକ ଅନୁବାଦରେ: “ଯେପରି ଭାବବାଦୀମାନେ ଶାସ୍ତ୍ରରେ ଲେଖିଥିଲେ” (ଦେଖ: rc://*/ta/man/translate/figs-activepassive)