or_tn/jhn/12/09.md

503 B

Now

ଏଠାରେ ମୁଖ୍ୟ କାହାଣୀ ଧାରାରେ ଏକ ବିରତିକୁ ଚିହ୍ନଟ କରିବା ନିମନ୍ତେ ଏହି ଶବ୍ଦ ବ୍ୟବହାର କରାଯାଇଛି I ଏଠାରେ ଯୋହନ ଯିରୂଶାଲମରୁ ବେଥନିଆକୁ ଆସିଥିବା ଲୋକମାନଙ୍କ ଏକ ନୂତନ ଦଳ ବିଷୟରେ କହୁଛନ୍ତି I (ଦେଖ: rc://*/ta/man/translate/writing-background)