or_tn/jhn/12/09.md

4 lines
503 B
Markdown
Raw Permalink Normal View History

2020-11-19 00:15:53 +00:00
# Now
ଏଠାରେ ମୁଖ୍ୟ କାହାଣୀ ଧାରାରେ ଏକ ବିରତିକୁ ଚିହ୍ନଟ କରିବା ନିମନ୍ତେ ଏହି ଶବ୍ଦ ବ୍ୟବହାର କରାଯାଇଛି I ଏଠାରେ ଯୋହନ ଯିରୂଶାଲମରୁ ବେଥନିଆକୁ ଆସିଥିବା ଲୋକମାନଙ୍କ ଏକ ନୂତନ ଦଳ ବିଷୟରେ କହୁଛନ୍ତି I (ଦେଖ: [[rc://*/ta/man/translate/writing-background]])