or_tn/jhn/12/05.md

1.2 KiB

Why was this perfume not sold for three hundred denarii and given to the poor?

ଏହା ଏକ ଭାବପ୍ରକାଶକ ପ୍ରଶ୍ନ ଅଟେ I ତୁମେ ଏହାକୁ ଏକ ଦୃଢ଼ ଉକ୍ତି ଭାବରେ ଅନୁବାଦ କରିପାରିବ I ଅନ୍ୟ ଏକ ଅନୁବାଦରେ: “ଏହି ଅତରକୁ ଦେଢଶ ଟଙ୍କାରେ ବିକ୍ରୟ କରାଯାଇ ପାରିଥାନ୍ତା” ଓ ସେହି ଟଙ୍କା ଦରିଦ୍ରମାନଙ୍କୁ ଦିଆଯାଇ ପାରିଥାନ୍ତା !” (ଦେଖ: rc://*/ta/man/translate/figs-rquestion)

three hundred denarii

ତୁମେ ଏହାକୁ ସଂଖ୍ୟାରେ ଅନୁବାଦ କରିପାରିବ I ଅନ୍ୟ ଏକ ଅନୁବାଦରେ: “୧୫୦ ଟଙ୍କା” (ଦେଖ: rc://*/ta/man/translate/translate-numbers)

denarii

ଏକ ଦୀନାର ମୁଲ୍ୟ ଏକ ରୌପ୍ୟ ମୁଦ୍ରାର ମୂଲ୍ୟ ସହିତ ସମାନ ଥିଲା ଯାହା ଜଣେ ସାଧାରଣ ମଜୁରିଆ କାର୍ଯ୍ୟର ଏକ ଦିନରେ ଆୟ କରି ପାରୁଥିଲା I (ଦେଖ: rc://*/ta/man/translate/translate-bmoney)