or_tn/jhn/12/05.md

12 lines
1.2 KiB
Markdown
Raw Permalink Normal View History

2020-11-19 00:15:53 +00:00
# Why was this perfume not sold for three hundred denarii and given to the poor?
ଏହା ଏକ ଭାବପ୍ରକାଶକ ପ୍ରଶ୍ନ ଅଟେ I ତୁମେ ଏହାକୁ ଏକ ଦୃଢ଼ ଉକ୍ତି ଭାବରେ ଅନୁବାଦ କରିପାରିବ I ଅନ୍ୟ ଏକ ଅନୁବାଦରେ: “ଏହି ଅତରକୁ ଦେଢଶ ଟଙ୍କାରେ ବିକ୍ରୟ କରାଯାଇ ପାରିଥାନ୍ତା” ଓ ସେହି ଟଙ୍କା ଦରିଦ୍ରମାନଙ୍କୁ ଦିଆଯାଇ ପାରିଥାନ୍ତା !” (ଦେଖ: [[rc://*/ta/man/translate/figs-rquestion]])
# three hundred denarii
ତୁମେ ଏହାକୁ ସଂଖ୍ୟାରେ ଅନୁବାଦ କରିପାରିବ I ଅନ୍ୟ ଏକ ଅନୁବାଦରେ: “୧୫୦ ଟଙ୍କା” (ଦେଖ: [[rc://*/ta/man/translate/translate-numbers]])
# denarii
ଏକ ଦୀନାର ମୁଲ୍ୟ ଏକ ରୌପ୍ୟ ମୁଦ୍ରାର ମୂଲ୍ୟ ସହିତ ସମାନ ଥିଲା ଯାହା ଜଣେ ସାଧାରଣ ମଜୁରିଆ କାର୍ଯ୍ୟର ଏକ ଦିନରେ ଆୟ କରି ପାରୁଥିଲା I (ଦେଖ: [[rc://*/ta/man/translate/translate-bmoney]])