or_tn/jhn/12/01.md

761 B

General Information:

ଯୀଶୁ ବେଥନିଆରେ ଭୋଜନ କରୁଥିବା ସମୟରେ ମରିୟମ ତୈଳରେ ତାହାଙ୍କ ପାଦ ଅଭିଷେକ କରୁଛନ୍ତି I

Six days before the Passover

ଏକ ନୂତନ ଘଟଣାର ଆରମ୍ଭକୁ ଚିହ୍ନଟ କରିବା ନିମନ୍ତେ ଲେଖକ ଏହି ପଦଗୁଡିକ ବ୍ୟବହାର କରୁଛନ୍ତି I (ଦେଖ: rc://*/ta/man/translate/writing-newevent)

had raised from the dead

ଏହା ଏକ ରୂଢ଼ି ଅଟେ I ଅନ୍ୟ ଏକ ଅନୁବାଦରେ: “ପୁନର୍ବାର ଜୀବିତ କରିଥିଲେ” (ଦେଖ: rc://*/ta/man/translate/figs-idiom)