# General Information: ଯୀଶୁ ବେଥନିଆରେ ଭୋଜନ କରୁଥିବା ସମୟରେ ମରିୟମ ତୈଳରେ ତାହାଙ୍କ ପାଦ ଅଭିଷେକ କରୁଛନ୍ତି I # Six days before the Passover ଏକ ନୂତନ ଘଟଣାର ଆରମ୍ଭକୁ ଚିହ୍ନଟ କରିବା ନିମନ୍ତେ ଲେଖକ ଏହି ପଦଗୁଡିକ ବ୍ୟବହାର କରୁଛନ୍ତି I (ଦେଖ: [[rc://*/ta/man/translate/writing-newevent]]) # had raised from the dead ଏହା ଏକ ରୂଢ଼ି ଅଟେ I ଅନ୍ୟ ଏକ ଅନୁବାଦରେ: “ପୁନର୍ବାର ଜୀବିତ କରିଥିଲେ” (ଦେଖ: [[rc://*/ta/man/translate/figs-idiom]])