or_tn/jhn/11/54.md

2.0 KiB

General Information:

ଯୀଶୁ ବେଥନିଆ ଛାଡ଼ି ଏଫ୍ରୟିମକୁ ଯାଉଛନ୍ତି I ୫୫ ପଦରେ ବିବରଣୀ ନିସ୍ତାରପର୍ବ ସନ୍ନିକଟ ହେଉ ଥିବାରୁ ଯିହୂଦୀମାନେ ଯାହା ସବୁ କରୁଅଛନ୍ତି, ସେ ବିଷୟ ଆଡକୁ କେନ୍ଦ୍ରିତ ହେଉଛି I

walk openly among the Jews

ଏଠାରେ “ଯିହୂଦୀମାନେ” ଯିହୂଦୀ ନେତାମାନଙ୍କ ନିମନ୍ତେ ଏକ ପ୍ରତିଛବି ଅଟେ ଓ “ପ୍ରକାଶରେ ଗମନାଗମନ କରିବା” “ଯେଉଁଠାରେ ସମସ୍ତେ ଦେଖି ପାରିବେ, ସେହି ପ୍ରକାର ସ୍ଥାନରେ ଜୀବନଯାପନ କରିବା I” ଅନ୍ୟ ଏକ ଅନୁବାଦରେ: “ଯେଉଁଠାରେ ସମସ୍ତ ଯିହୂଦୀମାନେ ଦେଖି ପାରିବେ, ସେହି ପ୍ରକାର ସ୍ଥାନରେ ଜୀବନଯାପନ କରିବା” କିମ୍ବା “ତାହାଙ୍କୁ ବିରୋଧ କରୁଥିବା ଯିହୂଦୀ ନେତାମାନଙ୍କ ମଧ୍ୟରେ ପ୍ରକାଶରେ ଗମନାଗମନ କରିବା” (ଦେଖ: [[rc:///ta/man/translate/figs-synecdoche]] ଓ [[rc:///ta/man/translate/figs-metaphor]])

the country

ନଗରର ବାହାରେଥିବା ପଲ୍ଲୀ ଅଞ୍ଚଳ, ଯେଉଁଠାରେ ଅଳ୍ପ ସଂଖ୍ୟକ ଲୋକ ବାସ କରନ୍ତି

There he stayed with the disciples

ଯୀଶୁ ଓ ତାହାଙ୍କ ଶିଷ୍ୟମାନେ ଏଫ୍ରୟିମରେ ଅଳ୍ପସମୟ ରହିଥିଲେ I ଅନ୍ୟ ଏକ ଅନୁବାଦରେ: “ସେଠାରେ ସେ ଆପଣା ଶିଷ୍ୟମାନଙ୍କ ସହିତ ଅଳ୍ପସମୟ ନିମନ୍ତେ ରହିଥିଲେ” (ଦେଖ: rc://*/ta/man/translate/figs-explicit)