or_tn/jhn/11/54.md

16 lines
2.0 KiB
Markdown
Raw Permalink Normal View History

2020-11-19 00:15:53 +00:00
# General Information:
ଯୀଶୁ ବେଥନିଆ ଛାଡ଼ି ଏଫ୍ରୟିମକୁ ଯାଉଛନ୍ତି I ୫୫ ପଦରେ ବିବରଣୀ ନିସ୍ତାରପର୍ବ ସନ୍ନିକଟ ହେଉ ଥିବାରୁ ଯିହୂଦୀମାନେ ଯାହା ସବୁ କରୁଅଛନ୍ତି, ସେ ବିଷୟ ଆଡକୁ କେନ୍ଦ୍ରିତ ହେଉଛି I
# walk openly among the Jews
ଏଠାରେ “ଯିହୂଦୀମାନେ” ଯିହୂଦୀ ନେତାମାନଙ୍କ ନିମନ୍ତେ ଏକ ପ୍ରତିଛବି ଅଟେ ଓ “ପ୍ରକାଶରେ ଗମନାଗମନ କରିବା” “ଯେଉଁଠାରେ ସମସ୍ତେ ଦେଖି ପାରିବେ, ସେହି ପ୍ରକାର ସ୍ଥାନରେ ଜୀବନଯାପନ କରିବା I” ଅନ୍ୟ ଏକ ଅନୁବାଦରେ: “ଯେଉଁଠାରେ ସମସ୍ତ ଯିହୂଦୀମାନେ ଦେଖି ପାରିବେ, ସେହି ପ୍ରକାର ସ୍ଥାନରେ ଜୀବନଯାପନ କରିବା” କିମ୍ବା “ତାହାଙ୍କୁ ବିରୋଧ କରୁଥିବା ଯିହୂଦୀ ନେତାମାନଙ୍କ ମଧ୍ୟରେ ପ୍ରକାଶରେ ଗମନାଗମନ କରିବା” (ଦେଖ: [[rc://*/ta/man/translate/figs-synecdoche]] ଓ [[rc://*/ta/man/translate/figs-metaphor]])
# the country
ନଗରର ବାହାରେଥିବା ପଲ୍ଲୀ ଅଞ୍ଚଳ, ଯେଉଁଠାରେ ଅଳ୍ପ ସଂଖ୍ୟକ ଲୋକ ବାସ କରନ୍ତି
# There he stayed with the disciples
ଯୀଶୁ ଓ ତାହାଙ୍କ ଶିଷ୍ୟମାନେ ଏଫ୍ରୟିମରେ ଅଳ୍ପସମୟ ରହିଥିଲେ I ଅନ୍ୟ ଏକ ଅନୁବାଦରେ: “ସେଠାରେ ସେ ଆପଣା ଶିଷ୍ୟମାନଙ୍କ ସହିତ ଅଳ୍ପସମୟ ନିମନ୍ତେ ରହିଥିଲେ” (ଦେଖ: [[rc://*/ta/man/translate/figs-explicit]])