or_tn/jhn/11/52.md

8 lines
783 B
Markdown

# would be gathered together into one
ଏହା ଏକ ଶବ୍ଦର ବିଲୋପ ଅଟେ I ପୂର୍ବାପର ପ୍ରସଙ୍ଗ ଦ୍ବାରା “ଲୋକ” ଶବ୍ଦକୁ ସୂଚନା ଭାବରେ ଦିଆଯାଇଛି I ଅନ୍ୟ ଏକ ଅନୁବାଦରେ: “ଏକ ଜାତିର ଲୋକ ହୋଇ ଏକତ୍ର ହେବେ” (ଦେଖ: [[rc://*/ta/man/translate/figs-ellipsis]])
# children of God
ଏହା ଯୀଶୁଙ୍କଠାରେ ବିଶ୍ବାସ କରିବା ଦ୍ବାରା ଈଶ୍ବରଙ୍କ ହୋଇଥିବା ଲୋକମାନଙ୍କୁ ବୁଝାଏ ଓ ସେମାନେ ଆତ୍ମିକ ଭାବରେ ଈଶ୍ବରଙ୍କ ସନ୍ତାନଗଣ ଅଟନ୍ତି I