or_tn/jhn/11/52.md

783 B

would be gathered together into one

ଏହା ଏକ ଶବ୍ଦର ବିଲୋପ ଅଟେ I ପୂର୍ବାପର ପ୍ରସଙ୍ଗ ଦ୍ବାରା “ଲୋକ” ଶବ୍ଦକୁ ସୂଚନା ଭାବରେ ଦିଆଯାଇଛି I ଅନ୍ୟ ଏକ ଅନୁବାଦରେ: “ଏକ ଜାତିର ଲୋକ ହୋଇ ଏକତ୍ର ହେବେ” (ଦେଖ: rc://*/ta/man/translate/figs-ellipsis)

children of God

ଏହା ଯୀଶୁଙ୍କଠାରେ ବିଶ୍ବାସ କରିବା ଦ୍ବାରା ଈଶ୍ବରଙ୍କ ହୋଇଥିବା ଲୋକମାନଙ୍କୁ ବୁଝାଏ ଓ ସେମାନେ ଆତ୍ମିକ ଭାବରେ ଈଶ୍ବରଙ୍କ ସନ୍ତାନଗଣ ଅଟନ୍ତି I