or_tn/jhn/11/49.md

1.1 KiB

a certain man among them

ବିବରଣୀରେ ଏକ ନୂତନ ଚରିତ୍ରକୁ ପରିଚୟ କରାଇବା ନିମନ୍ତେ ଏହା ଏକ ମାର୍ଗ ଅଟେ I ଯଦି ତୁମ ଭାଷାରେ ଏହା କରିବା ନିମନ୍ତେ କୌଣସି ମାର୍ଗ ଥାଏ, ଏଠାରେ ତୁମେ ତାହା ବ୍ୟବହାର କରି ପାରିବ I (ଦେଖ: rc://*/ta/man/translate/writing-participants)

You know nothing

ଏହା ଏକ ଅତିରଞ୍ଜିତ ବାକ୍ୟ ଅଟେ ଯାହା କୟାଫା ତାହାଙ୍କ ଶ୍ରୋତାମାନଙ୍କୁ ଅପମାନ କରିବା ନିମନ୍ତେ ବ୍ୟବହାର କରୁଛନ୍ତି I ଅନ୍ୟ ଏକ ଅନୁବାଦରେ: “ତୁମ୍ଭେମାନେ ବୁଝୁନାହଁ ଯେ କ”ଣ ହେଉଛି” କିମ୍ବା “ଯେପରି କିଛି ନଜାଣିଲା ପରି ତୁମ୍ଭେମାନେ କହୁଅଛ” (ଦେଖ: rc://*/ta/man/translate/figs-hyperbole)