or_tn/jhn/11/49.md

8 lines
1.1 KiB
Markdown
Raw Permalink Normal View History

2020-11-19 00:15:53 +00:00
# a certain man among them
ବିବରଣୀରେ ଏକ ନୂତନ ଚରିତ୍ରକୁ ପରିଚୟ କରାଇବା ନିମନ୍ତେ ଏହା ଏକ ମାର୍ଗ ଅଟେ I ଯଦି ତୁମ ଭାଷାରେ ଏହା କରିବା ନିମନ୍ତେ କୌଣସି ମାର୍ଗ ଥାଏ, ଏଠାରେ ତୁମେ ତାହା ବ୍ୟବହାର କରି ପାରିବ I (ଦେଖ: [[rc://*/ta/man/translate/writing-participants]])
# You know nothing
ଏହା ଏକ ଅତିରଞ୍ଜିତ ବାକ୍ୟ ଅଟେ ଯାହା କୟାଫା ତାହାଙ୍କ ଶ୍ରୋତାମାନଙ୍କୁ ଅପମାନ କରିବା ନିମନ୍ତେ ବ୍ୟବହାର କରୁଛନ୍ତି I ଅନ୍ୟ ଏକ ଅନୁବାଦରେ: “ତୁମ୍ଭେମାନେ ବୁଝୁନାହଁ ଯେ କ”ଣ ହେଉଛି” କିମ୍ବା “ଯେପରି କିଛି ନଜାଣିଲା ପରି ତୁମ୍ଭେମାନେ କହୁଅଛ” (ଦେଖ: [[rc://*/ta/man/translate/figs-hyperbole]])