or_tn/jhn/11/28.md

12 lines
544 B
Markdown

# she went away and called her sister Mary
ମରିୟମ ମାର୍ଥାଙ୍କ ସାନଭଉଣୀ ଅଟେ I ଅନ୍ୟ ଏକ ଅନୁବାଦରେ: “ସେ ଯାଇ ଆପଣା ସାନଭଉଣୀ ମରୟମଙ୍କୁ ଡାକିଲେ” (ଦେଖ: [[rc://*/ta/man/translate/figs-explicit]])
# Teacher
ଏହା ଯୀଶୁଙ୍କୁ ବୁଝାଉଥିବା ଏକ ଶୀର୍ଷକ ଅଟେ I
# is calling for you
ସେ ତୋତେ ଆସିବା ନିମନ୍ତେ କହୁଛନ୍ତି