# she went away and called her sister Mary ମରିୟମ ମାର୍ଥାଙ୍କ ସାନଭଉଣୀ ଅଟେ I ଅନ୍ୟ ଏକ ଅନୁବାଦରେ: “ସେ ଯାଇ ଆପଣା ସାନଭଉଣୀ ମରୟମଙ୍କୁ ଡାକିଲେ” (ଦେଖ: [[rc://*/ta/man/translate/figs-explicit]]) # Teacher ଏହା ଯୀଶୁଙ୍କୁ ବୁଝାଉଥିବା ଏକ ଶୀର୍ଷକ ଅଟେ I # is calling for you ସେ ତୋତେ ଆସିବା ନିମନ୍ତେ କହୁଛନ୍ତି