or_tn/jhn/11/12.md

8 lines
743 B
Markdown

# General Information:
୧୩ ପଦରେ ବିବରଣୀର କ୍ରମଧାରାରେ ଏକ ବିରତି ଅଛି, ଯେହେତୁ ଯୀଶୁ ଯେଉଁ ଅର୍ଥରେ ଲାଜାର ନିଦ୍ରା ଯାଇଥିବା କହିଥିଲେ, ସେ ବିଷୟରେ ଯୋହନ ଶିଷ୍ୟମାନଙ୍କ ଭ୍ରମ ଧାରଣା ଉପରେ ଟିପ୍ପଣୀ ଦେଉଛନ୍ତି I (ଦେଖ: [[rc://*/ta/man/translate/writing-background]])
# if he has fallen asleep
ଶିଷ୍ୟମାନେ ଯୀଶୁଙ୍କ ଅର୍ଥରେ ଭୁଲ ବୁଝିଛନ୍ତି ଯେ ଲାଜାର ନିଦ୍ରା ଯାଇଛନ୍ତି ଓ ସେ ସୁସ୍ଥ ହେବେ I