or_tn/jhn/11/12.md

743 B

General Information:

୧୩ ପଦରେ ବିବରଣୀର କ୍ରମଧାରାରେ ଏକ ବିରତି ଅଛି, ଯେହେତୁ ଯୀଶୁ ଯେଉଁ ଅର୍ଥରେ ଲାଜାର ନିଦ୍ରା ଯାଇଥିବା କହିଥିଲେ, ସେ ବିଷୟରେ ଯୋହନ ଶିଷ୍ୟମାନଙ୍କ ଭ୍ରମ ଧାରଣା ଉପରେ ଟିପ୍ପଣୀ ଦେଉଛନ୍ତି I (ଦେଖ: rc://*/ta/man/translate/writing-background)

if he has fallen asleep

ଶିଷ୍ୟମାନେ ଯୀଶୁଙ୍କ ଅର୍ଥରେ ଭୁଲ ବୁଝିଛନ୍ତି ଯେ ଲାଜାର ନିଦ୍ରା ଯାଇଛନ୍ତି ଓ ସେ ସୁସ୍ଥ ହେବେ I