or_tn/jhn/11/10.md

725 B

Connecting Statement:

ଯୀଶୁ ଆପଣା ଶିଷ୍ୟମାନଙ୍କୁ କହିବା ଜାରି ରଖିଛନ୍ତି I

if he walks at night

ଏଠାରେ “ରାତ୍ର” ଏକ ରୂପକ ଅଟେ, ଯାହା ଈଶ୍ବରଙ୍କ ଜ୍ୟୋତିଃ ବିନା ଚାଲୁଥିବା ଜଣେ ବ୍ୟକ୍ତିର ବିଷୟକୁ ବୁଝାଏ I (ଦେଖ: rc://*/ta/man/translate/figs-metaphor)

the light is not in him

ସମ୍ଭାବିତ ଅର୍ଥଗୁଡିକ ୧) “ସେ ଦେଖି ପାରିବନାହିଁ” କିମ୍ବା “ତାହା ପାଖରେ ଈଶ୍ବରଙ୍କ ଜ୍ୟୋତିଃ ନାହିଁ I”