# Connecting Statement: ଯୀଶୁ ଆପଣା ଶିଷ୍ୟମାନଙ୍କୁ କହିବା ଜାରି ରଖିଛନ୍ତି I # if he walks at night ଏଠାରେ “ରାତ୍ର” ଏକ ରୂପକ ଅଟେ, ଯାହା ଈଶ୍ବରଙ୍କ ଜ୍ୟୋତିଃ ବିନା ଚାଲୁଥିବା ଜଣେ ବ୍ୟକ୍ତିର ବିଷୟକୁ ବୁଝାଏ I (ଦେଖ: [[rc://*/ta/man/translate/figs-metaphor]]) # the light is not in him ସମ୍ଭାବିତ ଅର୍ଥଗୁଡିକ ୧) “ସେ ଦେଖି ପାରିବନାହିଁ” କିମ୍ବା “ତାହା ପାଖରେ ଈଶ୍ବରଙ୍କ ଜ୍ୟୋତିଃ ନାହିଁ I”