or_tn/jhn/10/33.md

8 lines
626 B
Markdown

# The Jews answered him
ଏଠାରେ “ଯିହୂଦୀମାନେ” ରୂପକ ଭାବରେ ଯୀଶୁଙ୍କୁ ବିରୋଧ କରୁଥିବା ଯିହୂଦୀ ନେତାମାନଙ୍କୁ ବୁଝାଏ I ଅନ୍ୟ ଏକ ଅନୁବାଦରେ: “ଯିହୂଦୀ ବିରୋଧୀମାନେ ଉତ୍ତର କରି କହିଲେ” କିମ୍ବା “ ଯିହୂଦୀ ନେତାମାନେ ଉତ୍ତର ଦେଲେ” (ଦେଖ: [[rc://*/ta/man/translate/figs-synecdoche]])
# making yourself God
ଈଶ୍ବର ହେବା ଦାବୀ କରୁଅଛି