or_tn/jhn/10/33.md

626 B

The Jews answered him

ଏଠାରେ “ଯିହୂଦୀମାନେ” ରୂପକ ଭାବରେ ଯୀଶୁଙ୍କୁ ବିରୋଧ କରୁଥିବା ଯିହୂଦୀ ନେତାମାନଙ୍କୁ ବୁଝାଏ I ଅନ୍ୟ ଏକ ଅନୁବାଦରେ: “ଯିହୂଦୀ ବିରୋଧୀମାନେ ଉତ୍ତର କରି କହିଲେ” କିମ୍ବା “ ଯିହୂଦୀ ନେତାମାନେ ଉତ୍ତର ଦେଲେ” (ଦେଖ: rc://*/ta/man/translate/figs-synecdoche)

making yourself God

ଈଶ୍ବର ହେବା ଦାବୀ କରୁଅଛି