or_tn/jhn/10/29.md

8 lines
696 B
Markdown

# My Father, who has given them to me
“ପିତା” ଶବ୍ଦ ଈଶ୍ବରଙ୍କ ନିମନ୍ତେ ଏକ ଗୁରୁତ୍ବପୂର୍ଣ୍ଣ ଶୀର୍ଷକ ଅଟେ I (ଦେଖ: [[rc://*/ta/man/translate/guidelines-sonofgodprinciples]])
# the hand of the Father
“ହସ୍ତ” ଶବ୍ଦ ଈଶ୍ବରଙ୍କ ଅଧିକାର ଓ ସୁରକ୍ଷାକାରୀ ଯତ୍ନକୁ ବୁଝାଏ I ଅନ୍ୟ ଏକ ଅନୁବାଦରେ: “କେହି ସେମାନଙ୍କୁ ମୋହର ପିତାଙ୍କଠାରୁ ଚୋରି କରି ପାରିବନାହିଁ”(ଦେଖ: [[rc://*/ta/man/translate/figs-metonymy]])