or_tn/jhn/10/29.md

696 B

My Father, who has given them to me

“ପିତା” ଶବ୍ଦ ଈଶ୍ବରଙ୍କ ନିମନ୍ତେ ଏକ ଗୁରୁତ୍ବପୂର୍ଣ୍ଣ ଶୀର୍ଷକ ଅଟେ I (ଦେଖ: rc://*/ta/man/translate/guidelines-sonofgodprinciples)

the hand of the Father

“ହସ୍ତ” ଶବ୍ଦ ଈଶ୍ବରଙ୍କ ଅଧିକାର ଓ ସୁରକ୍ଷାକାରୀ ଯତ୍ନକୁ ବୁଝାଏ I ଅନ୍ୟ ଏକ ଅନୁବାଦରେ: “କେହି ସେମାନଙ୍କୁ ମୋହର ପିତାଙ୍କଠାରୁ ଚୋରି କରି ପାରିବନାହିଁ”(ଦେଖ: rc://*/ta/man/translate/figs-metonymy)