or_tn/jhn/10/27.md

630 B

My sheep hear my voice

“ମେଷ” ଶବ୍ଦ ଯୀଶୁଙ୍କ ଅନୁଗାମୀମାନଙ୍କ ନିମନ୍ତେ ଏକ ରୁପକ ଅଟେ I “ମେଷପାଳକ” ଭାବରେ ଯୀଶୁଙ୍କ ରୂପକ ମଧ୍ୟ ସୂଚାଏ I ଅନ୍ୟ ଏକ ଅନୁବାଦରେ: “ଯେପରି ମେଷମାନେ ପ୍ରକୃତ ମେଷପାଲକର ସ୍ବର ଶୁଣନ୍ତି, ମୋହର ଅନୁଗାମୀମାନେ ମୋହର ସ୍ବର ପ୍ରତି ମନଯୋଗ କରନ୍ତି” (ଦେଖ: rc://*/ta/man/translate/figs-metaphor)