or_tn/jhn/10/27.md

4 lines
630 B
Markdown
Raw Permalink Normal View History

2020-11-19 00:15:53 +00:00
# My sheep hear my voice
“ମେଷ” ଶବ୍ଦ ଯୀଶୁଙ୍କ ଅନୁଗାମୀମାନଙ୍କ ନିମନ୍ତେ ଏକ ରୁପକ ଅଟେ I “ମେଷପାଳକ” ଭାବରେ ଯୀଶୁଙ୍କ ରୂପକ ମଧ୍ୟ ସୂଚାଏ I ଅନ୍ୟ ଏକ ଅନୁବାଦରେ: “ଯେପରି ମେଷମାନେ ପ୍ରକୃତ ମେଷପାଲକର ସ୍ବର ଶୁଣନ୍ତି, ମୋହର ଅନୁଗାମୀମାନେ ମୋହର ସ୍ବର ପ୍ରତି ମନଯୋଗ କରନ୍ତି” (ଦେଖ: [[rc://*/ta/man/translate/figs-metaphor]])