or_tn/jhn/10/15.md

964 B

The Father knows me, and I know the Father

ପିତା ଈଶ୍ବର ଓ ପୁତ୍ର ଈଶ୍ବର ପରସ୍ପରକୁ ଯେପରି ଜାଣନ୍ତି, ସେପରି ଆଉକେହି ସେମାନଙ୍କୁ ଜାଣନ୍ତି ନାହିଁ I “ପିତା” ଈଶ୍ବରଙ୍କ ନିମନ୍ତେ ଏକ ଗୁରୁତ୍ବପୂର୍ଣ୍ଣ ଶୀର୍ଷକ ଅଟେ I (ଦେଖ: rc://*/ta/man/translate/guidelines-sonofgodprinciples)

I lay down my life for the sheep

ସେ ମୃତ୍ୟୁଭୋଗ କରି ଆପଣା ମେଷମାନଙ୍କୁ ସୁରକ୍ଷା କରିବା ସଦୃଶ ଯୀଶୁ ଏଠାରେ ମୃଦୁ ଭାବରେ କହୁଛନ୍ତି I ଅନ୍ୟ ଏକ ଅନୁବାଦରେ: “ମୁଁ ମେଷମାନଙ୍କ ନିମନ୍ତେ ମୃତ୍ୟୁଭୋଗ କରେ” (ଦେଖ: rc://*/ta/man/translate/figs-euphemism)