or_tn/jhn/10/15.md

8 lines
964 B
Markdown
Raw Permalink Normal View History

2020-11-19 00:15:53 +00:00
# The Father knows me, and I know the Father
ପିତା ଈଶ୍ବର ଓ ପୁତ୍ର ଈଶ୍ବର ପରସ୍ପରକୁ ଯେପରି ଜାଣନ୍ତି, ସେପରି ଆଉକେହି ସେମାନଙ୍କୁ ଜାଣନ୍ତି ନାହିଁ I “ପିତା” ଈଶ୍ବରଙ୍କ ନିମନ୍ତେ ଏକ ଗୁରୁତ୍ବପୂର୍ଣ୍ଣ ଶୀର୍ଷକ ଅଟେ I (ଦେଖ: [[rc://*/ta/man/translate/guidelines-sonofgodprinciples]])
# I lay down my life for the sheep
ସେ ମୃତ୍ୟୁଭୋଗ କରି ଆପଣା ମେଷମାନଙ୍କୁ ସୁରକ୍ଷା କରିବା ସଦୃଶ ଯୀଶୁ ଏଠାରେ ମୃଦୁ ଭାବରେ କହୁଛନ୍ତି I ଅନ୍ୟ ଏକ ଅନୁବାଦରେ: “ମୁଁ ମେଷମାନଙ୍କ ନିମନ୍ତେ ମୃତ୍ୟୁଭୋଗ କରେ” (ଦେଖ: [[rc://*/ta/man/translate/figs-euphemism]])