8 lines
987 B
Markdown
8 lines
987 B
Markdown
# The hired servant
|
|
|
|
“ବର୍ତ୍ତନ ଗ୍ରାହକ ଦାସ” ଏକ ରୂପକ ଅଟେ ଯାହା ଯିହୂଦୀ ନେତା ଓ ଶିକ୍ଷକମାନଙ୍କୁ ବୁଝାଏ I ଅନ୍ୟ ଏକ ଅନୁବାଦରେ: “ସେ ଜଣେ ବର୍ତ୍ତନ ଗ୍ରାହକ ଦାସ ସଦୃଶ” (ଦେଖ: [[rc://*/ta/man/translate/figs-metaphor]])
|
|
|
|
# abandons the sheep
|
|
|
|
ଏଠାରେ “ମେଷ” ଶବ୍ଦ ଏକ ରୂପକ ଅଟେ ଯାହା ଈଶ୍ବରଙ୍କ ଲୋକମାନଙ୍କୁ ବୁଝାଏ I ଯୀଶୁ କହୁଛନ୍ତି ଯେ ଜଣେ ବର୍ତ୍ତନ ଗ୍ରାହକ ଦାସ ମେଷମାନଙ୍କୁ ଛାଡି ଦେଲା ପରି, ଯିହୂଦୀ ନେତା ଓ ଶିକ୍ଷକମାନେ ଈଶ୍ବରଙ୍କ ଲୋକମାନଙ୍କ ଯତ୍ନ ନିଅନ୍ତି ନାହି I (ଦେଖ: [[rc://*/ta/man/translate/figs-metaphor]])
|