or_tn/jhn/10/12.md

987 B

The hired servant

“ବର୍ତ୍ତନ ଗ୍ରାହକ ଦାସ” ଏକ ରୂପକ ଅଟେ ଯାହା ଯିହୂଦୀ ନେତା ଓ ଶିକ୍ଷକମାନଙ୍କୁ ବୁଝାଏ I ଅନ୍ୟ ଏକ ଅନୁବାଦରେ: “ସେ ଜଣେ ବର୍ତ୍ତନ ଗ୍ରାହକ ଦାସ ସଦୃଶ” (ଦେଖ: rc://*/ta/man/translate/figs-metaphor)

abandons the sheep

ଏଠାରେ “ମେଷ” ଶବ୍ଦ ଏକ ରୂପକ ଅଟେ ଯାହା ଈଶ୍ବରଙ୍କ ଲୋକମାନଙ୍କୁ ବୁଝାଏ I ଯୀଶୁ କହୁଛନ୍ତି ଯେ ଜଣେ ବର୍ତ୍ତନ ଗ୍ରାହକ ଦାସ ମେଷମାନଙ୍କୁ ଛାଡି ଦେଲା ପରି, ଯିହୂଦୀ ନେତା ଓ ଶିକ୍ଷକମାନେ ଈଶ୍ବରଙ୍କ ଲୋକମାନଙ୍କ ଯତ୍ନ ନିଅନ୍ତି ନାହି I (ଦେଖ: rc://*/ta/man/translate/figs-metaphor)