or_tn/jhn/10/09.md

736 B

I am the gate

ଏଠାରେ “ଦ୍ବାର” ଏକ ରୂପକ ଅଟେ I ଆପଣାକୁ “ଦ୍ବାର” ଭାବେ କହି, ଯୀଶୁ ପ୍ରମାଣିତ କରୁଛନ୍ତି ଯେ ଈଶ୍ବରଙ୍କ ରାଜ୍ୟରେ ପ୍ରବେଶ କରିବା ନିମନ୍ତେ ସେ ଏକ ସତ୍ୟ ପଥ ପ୍ରଦାନ କରୁଛନ୍ତି I ଅନ୍ୟ ଏକ ଅନୁବାଦରେ: ମୁ ସେହି ଦ୍ବାର ଅଟେ” (ଦେଖ: rc://*/ta/man/translate/figs-metaphor)

pasture

“ତୃଣମୟ ସ୍ଥାନ”ର ଅର୍ଥ ଏକ ଘାସଥିବା ଅଞ୍ଚଳ, ଯେଉଁଠାରେ ମେଷମାନେ ଚରନ୍ତି I