# I am the gate ଏଠାରେ “ଦ୍ବାର” ଏକ ରୂପକ ଅଟେ I ଆପଣାକୁ “ଦ୍ବାର” ଭାବେ କହି, ଯୀଶୁ ପ୍ରମାଣିତ କରୁଛନ୍ତି ଯେ ଈଶ୍ବରଙ୍କ ରାଜ୍ୟରେ ପ୍ରବେଶ କରିବା ନିମନ୍ତେ ସେ ଏକ ସତ୍ୟ ପଥ ପ୍ରଦାନ କରୁଛନ୍ତି I ଅନ୍ୟ ଏକ ଅନୁବାଦରେ: ମୁ ସେହି ଦ୍ବାର ଅଟେ” (ଦେଖ: [[rc://*/ta/man/translate/figs-metaphor]]) # pasture “ତୃଣମୟ ସ୍ଥାନ”ର ଅର୍ଥ ଏକ ଘାସଥିବା ଅଞ୍ଚଳ, ଯେଉଁଠାରେ ମେଷମାନେ ଚରନ୍ତି I