or_tn/jhn/10/07.md

1.0 KiB

Connecting Statement:

ଯୀଶୁ କହିଥିବା ଦୃଷ୍ଟାନ୍ତର ଅର୍ଥ ବ୍ୟାଖ୍ୟା କରିବାକୁ ଆରମ୍ଭ କରୁଛନ୍ତି I

Truly, truly

ଦେଖ ତୁମେ ଏହାକୁ କିପରି ଯୋହନ ୧:୫୧ ରେ ଅନୁବାଦ କରିଅଛ I

I am the gate of the sheep

ଏଠାରେ “ଦ୍ବାର” ଏକ ରୂପକ ଅଟେ, ଯାହାର ଅର୍ଥ ଯୀଶୁ ମେଷଶାଳାରେ ପ୍ରବେଶ କରିବା ଅଧିକାର ଦିଅନ୍ତି, ଯେଉଁଠାରେ ଈଶ୍ବରଙ୍କ ଲୋକମାନେ ତାହାଙ୍କ ଉପସ୍ଥିତିରେ ବାସ କରନ୍ତି I ଅନ୍ୟ ଏକ ଅନୁବାଦରେ: “ମୁଁ ଦ୍ବାର ସଦୃଶ, ଯାହା ମେଷଶାଳା ଭିତରକୁ ଯିବା ନିମନ୍ତେ ମେଷମାନେ ବ୍ୟବହାର କରନ୍ତି” (ଦେଖ: rc://*/ta/man/translate/figs-metaphor)