or_tn/jhn/10/07.md

12 lines
1.0 KiB
Markdown
Raw Permalink Normal View History

2020-11-19 00:15:53 +00:00
# Connecting Statement:
ଯୀଶୁ କହିଥିବା ଦୃଷ୍ଟାନ୍ତର ଅର୍ଥ ବ୍ୟାଖ୍ୟା କରିବାକୁ ଆରମ୍ଭ କରୁଛନ୍ତି I
# Truly, truly
ଦେଖ ତୁମେ ଏହାକୁ କିପରି [ଯୋହନ ୧:୫୧](../01/51.md) ରେ ଅନୁବାଦ କରିଅଛ I
# I am the gate of the sheep
ଏଠାରେ “ଦ୍ବାର” ଏକ ରୂପକ ଅଟେ, ଯାହାର ଅର୍ଥ ଯୀଶୁ ମେଷଶାଳାରେ ପ୍ରବେଶ କରିବା ଅଧିକାର ଦିଅନ୍ତି, ଯେଉଁଠାରେ ଈଶ୍ବରଙ୍କ ଲୋକମାନେ ତାହାଙ୍କ ଉପସ୍ଥିତିରେ ବାସ କରନ୍ତି I ଅନ୍ୟ ଏକ ଅନୁବାଦରେ: “ମୁଁ ଦ୍ବାର ସଦୃଶ, ଯାହା ମେଷଶାଳା ଭିତରକୁ ଯିବା ନିମନ୍ତେ ମେଷମାନେ ବ୍ୟବହାର କରନ୍ତି” (ଦେଖ: [[rc://*/ta/man/translate/figs-metaphor]])