8 lines
1.7 KiB
Markdown
8 lines
1.7 KiB
Markdown
# Why do you want to hear it again?
|
|
|
|
ଏହି ଟିପ୍ପଣୀ ସେହି ବ୍ୟକ୍ତିର ଆଶ୍ଚର୍ଯ୍ୟଜନକ ବିଷୟକୁ ପ୍ରକାଶ କରିବା ନିମନ୍ତେ ଏକ ପ୍ରଶ୍ନ ଆକାରରେ ଦର୍ଶାଯାଇଛି ଯାହା ପୁନର୍ବାର ଯାହା ଘଟିଥିଲା ସେମାନଙ୍କୁ କହିବା ନିମନ୍ତେ ଯିହୁଦୀ ନେତାମାନେ ତାହାକୁ ପଚାରୁଛନ୍ତି I ଅନ୍ୟ ଏକ ଅନୁବାଦରେ: “ମୁଁ ଆଶ୍ଚର୍ଯ୍ୟାନ୍ବିତ ଯେ ମୋ ପ୍ରତି କଅଣ ଘଟିଲା, ତାହା ଆପଣମାନେ ପୁନର୍ବାର ଶୁଣିବାକୁ ଚାହୁଁଛନ୍ତି !” (ଦେଖ: [[rc://*/ta/man/translate/figs-rquestion]])
|
|
|
|
# You do not want to become his disciples too, do you?
|
|
|
|
ଏହି ଟିପ୍ପଣୀ ବ୍ୟକ୍ତିର ଉକ୍ତିରେ ବ୍ୟଙ୍ଗଭାବ ସମ୍ପୃକ୍ତ କରିବା ନିମନ୍ତେ ଏକ ପ୍ରଶ୍ନ ଆକାରରେ ଦର୍ଶାଯାଇଛି I ସେ ଜାଣୁଛି ଯେ ଯିହୂଦୀ ନେତାମାନେ ଯୀଶୁଙ୍କ ଅନୁଗମନ କରିବାକୁ ଚାହୁଁ ନାହାଁନ୍ତି I ସେ ଏଠାରେ ସେମାନଙ୍କୁ ବିଦ୍ରୂପ କରୁଛି I ଅନ୍ୟ ଏକ ଅନୁବାଦରେ: “ଏପରି ଜଣା ପଡୁଛି ଯେ ଆପଣମାନେ ମଧ୍ୟ ତାହାଙ୍କ ଶିଷ୍ୟ ହେବାକୁ ଚାହୁଁଛନ୍ତି !” (ଦେଖ: [[rc://*/ta/man/translate/figs-rquestion]] ଓ [[rc://*/ta/man/translate/figs-irony]])
|