or_tn/jhn/09/27.md

1.7 KiB

Why do you want to hear it again?

ଏହି ଟିପ୍ପଣୀ ସେହି ବ୍ୟକ୍ତିର ଆଶ୍ଚର୍ଯ୍ୟଜନକ ବିଷୟକୁ ପ୍ରକାଶ କରିବା ନିମନ୍ତେ ଏକ ପ୍ରଶ୍ନ ଆକାରରେ ଦର୍ଶାଯାଇଛି ଯାହା ପୁନର୍ବାର ଯାହା ଘଟିଥିଲା ସେମାନଙ୍କୁ କହିବା ନିମନ୍ତେ ଯିହୁଦୀ ନେତାମାନେ ତାହାକୁ ପଚାରୁଛନ୍ତି I ଅନ୍ୟ ଏକ ଅନୁବାଦରେ: “ମୁଁ ଆଶ୍ଚର୍ଯ୍ୟାନ୍ବିତ ଯେ ମୋ ପ୍ରତି କଅଣ ଘଟିଲା, ତାହା ଆପଣମାନେ ପୁନର୍ବାର ଶୁଣିବାକୁ ଚାହୁଁଛନ୍ତି !” (ଦେଖ: rc://*/ta/man/translate/figs-rquestion)

You do not want to become his disciples too, do you?

ଏହି ଟିପ୍ପଣୀ ବ୍ୟକ୍ତିର ଉକ୍ତିରେ ବ୍ୟଙ୍ଗଭାବ ସମ୍ପୃକ୍ତ କରିବା ନିମନ୍ତେ ଏକ ପ୍ରଶ୍ନ ଆକାରରେ ଦର୍ଶାଯାଇଛି I ସେ ଜାଣୁଛି ଯେ ଯିହୂଦୀ ନେତାମାନେ ଯୀଶୁଙ୍କ ଅନୁଗମନ କରିବାକୁ ଚାହୁଁ ନାହାଁନ୍ତି I ସେ ଏଠାରେ ସେମାନଙ୍କୁ ବିଦ୍ରୂପ କରୁଛି I ଅନ୍ୟ ଏକ ଅନୁବାଦରେ: “ଏପରି ଜଣା ପଡୁଛି ଯେ ଆପଣମାନେ ମଧ୍ୟ ତାହାଙ୍କ ଶିଷ୍ୟ ହେବାକୁ ଚାହୁଁଛନ୍ତି !” (ଦେଖ: [[rc:///ta/man/translate/figs-rquestion]] ଓ [[rc:///ta/man/translate/figs-irony]])