or_tn/jhn/09/24.md

690 B

they called the man

ଏଠାରେ “ସେମାନେ” ଯିହୂଦୀମାନଙ୍କୁ ବୁଝାଏ I (ଯୋହନ ୯:୧୮)

Give glory to God

ଏହା ଏକ ରୂଢ଼ି ଅଟେ ଯାହା ଲୋକମାନେ ଶପଥ ନେବା ସମୟରେ ବ୍ୟବହାର କରନ୍ତି I ଅନ୍ୟ ଏକ ଅନୁବାଦରେ: “ଈଶ୍ବରଙ୍କ ଉପସ୍ଥିତିରେ, ସତ୍ୟ କୁହ” କିମ୍ବା “ଈଶ୍ବରଙ୍କ ସମ୍ମୁଖରେ ସତ୍ୟ କୁହ” (ଦେଖ: rc://*/ta/man/translate/figs-idiom)

this man

ଏହା ଯୀଶୁଙ୍କୁ ବୁଝାଏ I