or_tn/jhn/09/18.md

509 B

Now the Jews still did not believe

ଏଠାରେ “ଯିହୂଦୀ ନେତାମାନେ” ନିମନ୍ତେ “ଯିହୁଦୀ” ଏକ ରୂପକ ଅଟେ ଯେଉଁମାନେ ଯୀଶୁଙ୍କୁ ବିରୋଧ କରୁଥିଲେ I ଅନ୍ୟ ଏକ ଅନୁବାଦ: ବର୍ତ୍ତମାନ ସୁଦ୍ଧା ଯିହୂଦୀ ନେତାମାନେ ବିଶ୍ବାସ କଲେ ନାହିଁ I (ଦେଖ: rc://*/ta/man/translate/figs-synecdoche)