or_tn/jhn/09/07.md

8 lines
822 B
Markdown

# wash ... washed
ତୁମକୁ ସ୍ପଷ୍ଟ କରିବାକୁ ହେବ ଯେ ଯୀଶୁ ତାହାକୁ ପୋଖରୀକୁ ଯାଇ ଆପଣା ଆଖିରୁ କାଦୁଅ ଧୋଇବା ଚାହିଁଲେ ଓ ଲୋକଟି ତାହା ହିଁ କଲା I (ଦେଖ: [[rc://*/ta/man/translate/figs-explicit]])
# which is translated ""Sent
ଏଠାରେ ବିବରଣୀର ଧାରାରେ ଏକ ବିରତି ରହିଛି, ଯେପରି ଯୋହନ ଆପଣା ପାଠକମାନଙ୍କୁ “ଶିଲୋହ”ର ଅର୍ଥ କ”ଣ, ତାହା ବୁଝାଇ ପାରିବେ I ଅନ୍ୟ ଏକ ଅନୁବାଦରେ: “ଯାହାର ଅର୍ଥ ‘ପ୍ରେରିତ’” (ଦେଖ: [[rc://*/ta/man/translate/writing-background]])