or_tn/jhn/09/07.md

822 B

wash ... washed

ତୁମକୁ ସ୍ପଷ୍ଟ କରିବାକୁ ହେବ ଯେ ଯୀଶୁ ତାହାକୁ ପୋଖରୀକୁ ଯାଇ ଆପଣା ଆଖିରୁ କାଦୁଅ ଧୋଇବା ଚାହିଁଲେ ଓ ଲୋକଟି ତାହା ହିଁ କଲା I (ଦେଖ: rc://*/ta/man/translate/figs-explicit)

which is translated ""Sent

ଏଠାରେ ବିବରଣୀର ଧାରାରେ ଏକ ବିରତି ରହିଛି, ଯେପରି ଯୋହନ ଆପଣା ପାଠକମାନଙ୍କୁ “ଶିଲୋହ”ର ଅର୍ଥ କ”ଣ, ତାହା ବୁଝାଇ ପାରିବେ I ଅନ୍ୟ ଏକ ଅନୁବାଦରେ: “ଯାହାର ଅର୍ଥ ‘ପ୍ରେରିତ’” (ଦେଖ: rc://*/ta/man/translate/writing-background)