or_tn/jhn/09/01.md

12 lines
895 B
Markdown

# General Information:
ଯେପରି ଯୀଶୁ ଓ ତାହାଙ୍କ ଶିଷ୍ୟମାନେ ଯାଉଥିବା ସମୟରେ ଜଣେ ଅନ୍ଧ ଲୋକକୁ ଦେଖିବାକୁ ପାଇଲେ I
# Now
ଏହି ବାକ୍ୟ ପ୍ରମାଣ କରେ ଯେ ଲେଖକ ଏକ ନୂତନ ଘଟଣା ବର୍ଣ୍ଣନା କରିବାକୁ ଯାଉଛନ୍ତି I (ଦେଖ: [[rc://*/ta/man/translate/writing-newevent]])
# as Jesus passed by
ଏଠାରେ ଯୀଶୁ ଏବଂ ତାହାଙ୍କ ଶିଷ୍ୟମାନଙ୍କ ନିମନ୍ତେ “ଯୀଶୁ” ରୂପକ ଭାବରେ ବୁଝାଏ I ଅନ୍ୟ ଏକ ଅନୁବାଦରେ: “ଯୀଶୁ ଓ ତାହାଙ୍କ ଶିଷ୍ୟମାନେ ଯାଉଥିବା ସମୟରେ” (ଦେଖ: [[rc://*/ta/man/translate/figs-synecdoche]])