or_tn/jhn/09/01.md

895 B

General Information:

ଯେପରି ଯୀଶୁ ଓ ତାହାଙ୍କ ଶିଷ୍ୟମାନେ ଯାଉଥିବା ସମୟରେ ଜଣେ ଅନ୍ଧ ଲୋକକୁ ଦେଖିବାକୁ ପାଇଲେ I

Now

ଏହି ବାକ୍ୟ ପ୍ରମାଣ କରେ ଯେ ଲେଖକ ଏକ ନୂତନ ଘଟଣା ବର୍ଣ୍ଣନା କରିବାକୁ ଯାଉଛନ୍ତି I (ଦେଖ: rc://*/ta/man/translate/writing-newevent)

as Jesus passed by

ଏଠାରେ ଯୀଶୁ ଏବଂ ତାହାଙ୍କ ଶିଷ୍ୟମାନଙ୍କ ନିମନ୍ତେ “ଯୀଶୁ” ରୂପକ ଭାବରେ ବୁଝାଏ I ଅନ୍ୟ ଏକ ଅନୁବାଦରେ: “ଯୀଶୁ ଓ ତାହାଙ୍କ ଶିଷ୍ୟମାନେ ଯାଉଥିବା ସମୟରେ” (ଦେଖ: rc://*/ta/man/translate/figs-synecdoche)