or_tn/jhn/08/43.md

8 lines
1009 B
Markdown

# Why do you not understand my words?
ତାହାଙ୍କ କଥାକୁ ଶୁଣୁ ନଥିବା ସକାଶୁ ଯୀଶୁ ମୁଖ୍ୟତଃ ଯିହୂଦୀନେତାମାନଙ୍କୁ ଭର୍ତ୍ସନା କରିବାକୁ ଏହି ପ୍ରଶ୍ନ କରୁଛନ୍ତି I ଅନ୍ୟ ଏକ ଅନୁବାଦରେ: “ମୁଁ ତୁମ୍ଭମାନଙ୍କୁ କହିବି, ତୁମ୍ଭେମାନେ କାହିଁକି ମୁଁ କହୁଥିବା କଥାକୁ ବୁଝୁନାହଁ !” (ଦେଖ: [[rc://*/ta/man/translate/figs-rquestion]])
# It is because you cannot hear my words
ଏଠାରେ “ବାକ୍ୟ” ଯୀଶୁଙ୍କ ଶିକ୍ଷା ନିମନ୍ତେ ଏକ ରୁପକ ଅଟେ I ଅନ୍ୟ ଏକ ଅନୁବାଦରେ: “ଯେହେତୁ ତୁମ୍ଭେମାନେ ଶିକ୍ଷା ଗ୍ରହଣ କରିବ ନାହିଁ” (ଦେଖ: [[rc://*/ta/man/translate/figs-metonymy]])