or_tn/jhn/08/43.md

1009 B

Why do you not understand my words?

ତାହାଙ୍କ କଥାକୁ ଶୁଣୁ ନଥିବା ସକାଶୁ ଯୀଶୁ ମୁଖ୍ୟତଃ ଯିହୂଦୀନେତାମାନଙ୍କୁ ଭର୍ତ୍ସନା କରିବାକୁ ଏହି ପ୍ରଶ୍ନ କରୁଛନ୍ତି I ଅନ୍ୟ ଏକ ଅନୁବାଦରେ: “ମୁଁ ତୁମ୍ଭମାନଙ୍କୁ କହିବି, ତୁମ୍ଭେମାନେ କାହିଁକି ମୁଁ କହୁଥିବା କଥାକୁ ବୁଝୁନାହଁ !” (ଦେଖ: rc://*/ta/man/translate/figs-rquestion)

It is because you cannot hear my words

ଏଠାରେ “ବାକ୍ୟ” ଯୀଶୁଙ୍କ ଶିକ୍ଷା ନିମନ୍ତେ ଏକ ରୁପକ ଅଟେ I ଅନ୍ୟ ଏକ ଅନୁବାଦରେ: “ଯେହେତୁ ତୁମ୍ଭେମାନେ ଶିକ୍ଷା ଗ୍ରହଣ କରିବ ନାହିଁ” (ଦେଖ: rc://*/ta/man/translate/figs-metonymy)