or_tn/jhn/08/34.md

8 lines
612 B
Markdown

# Truly, truly
ଦେଖ ତୁମେ ଏହାକୁ କିପରି [ଯୋହନ ୧:୫୧](../01/51.md)ରେ ଅନୁବାଦ କରିଅଛ I
# is the slave of sin
ଏଠାରେ “ଦାସ” ଏକ ରୂପକ ଅଟେ I ଏହା ସୂଚାଇ ଦିଏ ଯେ “ପାପ” ପାପ କରୁଥିବା ଲୋକମାନଙ୍କ ଜଣେ ଜଣେ କର୍ତ୍ତା ସଦୃଶ ଅଟନ୍ତି I ଅନ୍ୟ ଏକ ଅନୁବାଦରେ: “ପାପ ପ୍ରତି ଜଣେ ଦାସ ସଦୃଶ ଅଟେ” (ଦେଖ: [[rc://*/ta/man/translate/figs-metaphor]])