612 B
612 B
Truly, truly
ଦେଖ ତୁମେ ଏହାକୁ କିପରି ଯୋହନ ୧:୫୧ରେ ଅନୁବାଦ କରିଅଛ I
is the slave of sin
ଏଠାରେ “ଦାସ” ଏକ ରୂପକ ଅଟେ I ଏହା ସୂଚାଇ ଦିଏ ଯେ “ପାପ” ପାପ କରୁଥିବା ଲୋକମାନଙ୍କ ଜଣେ ଜଣେ କର୍ତ୍ତା ସଦୃଶ ଅଟନ୍ତି I ଅନ୍ୟ ଏକ ଅନୁବାଦରେ: “ପାପ ପ୍ରତି ଜଣେ ଦାସ ସଦୃଶ ଅଟେ” (ଦେଖ: rc://*/ta/man/translate/figs-metaphor)