or_tn/jhn/08/28.md

16 lines
1.2 KiB
Markdown
Raw Permalink Blame History

This file contains ambiguous Unicode characters

This file contains Unicode characters that might be confused with other characters. If you think that this is intentional, you can safely ignore this warning. Use the Escape button to reveal them.

# When you have lifted up
ଏହା ଯୀଶୁଙ୍କୁ ବଧ କରିବା ନିମନ୍ତେ କ୍ରୁଶ ଉପରେ ରଖାଯିବା ବିଷୟକୁ ବୁଝାଏ I
# Son of Man
ଯୀଶୁ ଆପଣାକୁ ବୁଝାଇବା ନିମନ୍ତେ “ମନୁଷ୍ୟ ପୁତ୍ର” ଶୀର୍ଷକ ବ୍ୟବହାର କରୁଥିଲେ I
# I AM
ସମ୍ଭାବିତ ଅର୍ଥଗୁଡିକ ୧) ଯୀଶୁ ଆପଣାକୁ ଯିହୋବା ଭାବେ ପରିଚୟ ଦେଉଛନ୍ତି, ଯେ କି ମୋଶାଙ୍କୁ “ଆମ୍ଭେ” ସ୍ବରୁପ ପରିଚୟ ଦେଇଥିଲେ କିମ୍ବା ) ଯୀଶୁ କହୁଛନ୍ତି, “ମୁଁ ଯେ ଅଛି, ମୁଁ ସେହି ଅଟେ”
# As the Father taught me, I speak these things
ମୋହର ପିତା ଯାହା ମୋତେ ଶିକ୍ଷା ଦେଇଛନ୍ତି, ତାହା ମୁଁ କହୁଅଛି I “ପିତା” ଈଶ୍ବରଙ୍କ ନିମନ୍ତେ ଏକ ଗୁରୁତ୍ବପୂର୍ଣ୍ଣ ଶୀର୍ଷକ ଅଟେ I (ଦେଖ: [[rc://*/ta/man/translate/guidelines-sonofgodprinciples]])