or_tn/jhn/08/28.md

1.2 KiB
Raw Permalink Blame History

When you have lifted up

ଏହା ଯୀଶୁଙ୍କୁ ବଧ କରିବା ନିମନ୍ତେ କ୍ରୁଶ ଉପରେ ରଖାଯିବା ବିଷୟକୁ ବୁଝାଏ I

Son of Man

ଯୀଶୁ ଆପଣାକୁ ବୁଝାଇବା ନିମନ୍ତେ “ମନୁଷ୍ୟ ପୁତ୍ର” ଶୀର୍ଷକ ବ୍ୟବହାର କରୁଥିଲେ I

I AM

ସମ୍ଭାବିତ ଅର୍ଥଗୁଡିକ ୧) ଯୀଶୁ ଆପଣାକୁ ଯିହୋବା ଭାବେ ପରିଚୟ ଦେଉଛନ୍ତି, ଯେ କି ମୋଶାଙ୍କୁ “ଆମ୍ଭେ” ସ୍ବରୁପ ପରିଚୟ ଦେଇଥିଲେ କିମ୍ବା ) ଯୀଶୁ କହୁଛନ୍ତି, “ମୁଁ ଯେ ଅଛି, ମୁଁ ସେହି ଅଟେ”

As the Father taught me, I speak these things

ମୋହର ପିତା ଯାହା ମୋତେ ଶିକ୍ଷା ଦେଇଛନ୍ତି, ତାହା ମୁଁ କହୁଅଛି I “ପିତା” ଈଶ୍ବରଙ୍କ ନିମନ୍ତେ ଏକ ଗୁରୁତ୍ବପୂର୍ଣ୍ଣ ଶୀର୍ଷକ ଅଟେ I (ଦେଖ: rc://*/ta/man/translate/guidelines-sonofgodprinciples)